କଟକରେ ‘ଫିଟ୍ ଇଣ୍ଡିଆ’ ଓ ‘ମହିଳା ଦିବସ’ ସମାରୋହ
କଟକ, ୦୯ ମାର୍ଚ୍ଚ ୨୦୨୬: କଟକର ଐତିହାସିକ ଉପର ବାଲିଯାତ୍ରା ପଡ଼ିଆଠାରେ ଆୟୋଜିତ ତିନିଦିନିଆ 'ଫିଟ୍ ଇଣ୍ଡିଆ ଆଞ୍ଚଳିକ କାର୍ଯ୍ୟକ୍ରମ' ଏବଂ 'ଅନ୍ତର୍ଜାତୀୟ ମହିଳା ଦିବସ' ସମାରୋହ-୨୦୨୬ ମହାସମାରୋହରେ ଉଦଯାପିତ ହୋଇଯାଇଛି । ସାଇ (SAI) କୋଲକାତା ଆଞ୍ଚଳିକ କେନ୍ଦ୍ର ଅଧୀନରେ ଥିବା ଜଗତପୁର ଏନ.ସି.ଓ.ଇ (NCOE) ଏବଂ କଟକ ଏସ.ଟି.ସି (STC)ର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୦୦୦ରୁ ଅଧିକ ପ୍ରତିଯୋଗୀ ଅଂଶଗ୍ରହଣ କରି ଏକ ସୁସ୍ଥ ଓ ସଶକ୍ତ ଭାରତର ବାର୍ତ୍ତା ଦେଇଛନ୍ତି ।
ଯୋଗ ଓ କ୍ରୀଡ଼ାର ଅପୂର୍ବ ସମନ୍ୱୟ
- Read more about କଟକରେ ‘ଫିଟ୍ ଇଣ୍ଡିଆ’ ଓ ‘ମହିଳା ଦିବସ’ ସମାରୋହ
- Log in to post comments