ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ
ଭୁବନେଶ୍ବର: ଆସାମ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି ମଙ୍ଗଳବାର ନିଜର ନିର୍ବାଚନୀ ଇସ୍ତାହାର ଜାରି କରିଛି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୌହାଟୀ ସ୍ଥିତ ପାର୍ଟି କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଏବଂ ପ୍ରଦେଶ ଅଧ୍ୟକ୍ଷ ଦିଲୀପ ସୈକିଆଙ୍କ ଉପସ୍ଥିତିରେ ଏହି ପୁସ୍ତିକାର ଉନ୍ମୋଚନ କରିଛନ୍ତି । 'ସୁରକ୍ଷିତ ଆସାମ, ବିକଶିତ ଆସାମ'ର ଲକ୍ଷ୍ୟ ନେଇ ଦଳ ଏଥିରେ ଅନେକ ବଡ଼ ଘୋଷଣା କରିଛି।
ଅର୍ଥନୈତିକ ଅଭିବୃଦ୍ଧି ଓ ପୁଞ୍ଜି ନିବେଶ
- Read more about ଆସାମ ନିର୍ବାଚନ ପାଇଁ ବିଜେପିର ମାଷ୍ଟର ପ୍ଲାନ
- Log in to post comments